ଅର୍ଥ ନିୟନ୍ତ୍ରକ

ସଂଜୀବ କୁମାର ଜେନା (ଓଡ଼ିଶା ଅର୍ଥ ସେବା)

ଅର୍ଥ ନିୟନ୍ତ୍ରକ

 କ୍ଷମତା ଓ କର୍ତ୍ତବ୍ୟ-

  • ବିଶ୍ୱବିଦ୍ୟାଳୟର ପାଣ୍ଠିର ସଠିକ୍ ବିନିୟୋଗ ପାଇଁ ଦାୟୀ ରହିବେ

  • ଏଭଳି ପାଣ୍ଠିର ତଦାରଖ କରିବେ। 

  • ବୋର୍ଡ ସମ୍ମୁଖରେ କୁଳପତିଙ୍କ ଦ୍ୱାରା ଉପସ୍ଥାପନା ପାଇଁ ବାର୍ଷିକ ଆର୍ଥିକ ଆକଳନ ଏବଂ ହିସାବ ବିବରଣୀ ପ୍ରସ୍ତୁତି ଏବଂ ଉପସ୍ଥାପନା ପାଇଁ ଦାୟୀ ରହିବେ

  • ଉପୟୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେଉଁ ଉଦ୍ଦେଶ୍ୟରେ ଅର୍ଥ ମଞ୍ଜୁର ବା ଆବଣ୍ଟନ କରାୟାଏ, ସେଥିପ୍ରତି ସମସ୍ତ ଅର୍ଥ ଖର୍ଚ୍ଚ ସୁନିଶ୍ଚିତ କରିବେ।

  • ବିଶ୍ୱବିଦ୍ୟାଳୟର ହିସାବ ବିବରଣୀକୁ ଯାଞ୍ଚ କରିବା ଏବଂ ଏଭଳି ପରୀକ୍ଷା ଉପରେ ଏକ ରିପୋର୍ଟ କାର୍ୟ୍ୟନିର୍ବାହୀ ପରିଷଦକୁ ପ୍ରଦାନ କରିବା  ଏବଂ

  • ଏପରି ଅନ୍ୟାନ୍ୟ କ୍ଷମତା ପ୍ରୟୋଗ କରିବା ଏବଂ ନିର୍ଦ୍ଧାରିତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବା।

  • ଅର୍ଥର ନିୟନ୍ତ୍ରକ କୁଳପତିଙ୍କ ନିକଟରେ ଏହା ସୁନିଶ୍ଚିତ କରିବା ପାଇଁ ଦାୟୀ ରହିବେ ଯେ, ବଜେଟ୍ ବାହାରେ କୌଣସି ଖର୍ଚ୍ଚ ବିଶ୍ୱବିଦ୍ୟାଳୟ ଦ୍ୱାରା ନିବେଶ ବ୍ୟତୀତ ଅନ୍ୟ ଉପାୟରେ କରାୟାଉନାହିଁ ଏବଂ କୌଣସି ଖର୍ଚ୍ଚକୁ ଅନୁମତି ଦେବେ ନାହିଁ ଯାହା ନିୟମାବଳୀ ଅନୁୟାୟୀ ଅନୁମତିଯୋଗ୍ୟ ନୁହେଁ,

  • ଅନ୍ୟ ସମସ୍ତ ବିଷୟ ଯାହା ବିଶ୍ୱବିଦ୍ୟାଳୟ ପାଣ୍ଠି ସହ ଜଡିତ।